Image for Bhala Galpa

Bhala Galpa : Bhumi O Bhumika

Das, Gourahari(Edited by)
See all formats and editions

ଭଲ ଗଳପ: ଭମ ଓ ଭମକା' ବହଟର ପରକଳପନା ଅନେକ ଦନର । ୧୯୮୮ରେ 'ସମବାଦ'ର ସାହତୟ ପଷଠା ସଂଯୋଜନା କରଥବା ବେଳେ, ମଝରେ ମଝରେ ସେଥରେ ନଆ ନଆ ଫଚର ଉପସଥାପନ କରବା ଲାଗ ଚେଷଟା କରଥାଏ । ତା ଭତର ଗୋଟଏ ଥଲା 'ଭଲ ଗପ କହଲେ ଆପଣ କ'ଣ ବଝନତ' ବତରକ । ଏ ପରଶନଟ ସରଜନଶୀଳ ଲେଖକଲେଖକାଙକ ପାଇ ଉଦଦଷଟ ଥଲା । ଯେତେବେଳେ ବ ମ କଷଦରଗଳପର ଭମକା ବା ପରଭାଷା ସମପରକରେ ଯାହା କଛ ପଢଛ ସେତେବେଳେ କୌଣସ ଇଂରେଜୀ କମବା ବଙଗଳା ଲେଖକଙକ ଉଦଧତ ପଢବାକ ପାଇଛ । ଓଡଆ ସାହତୟର ଶରେଣୀକକଷରେ ମଧୟ ସେହ ଅବସଥା । ଏକଥା ଦେଖଲାବେଳେ ମନରେ ପରଶନ ଉଠଛ, ଓଡଶାର ଛାତରଛାତରୀ, ପାଠକପାଠକା କଣ ସବବେଳେ ଇଂରେଜୀ, ହନଦୀ ବା ବଙଗଳା ଲେଖକଙକ ଉଦଧତ (ତାହା ପଣ କୋଉ କାଳର) ପଢଥବେ, ନଜ ଭାଷା ସାହତୟର ରଥୀ ମହାରଥୀଙକ ମତ, ମନତବୟ ପଢବେ ନାହ! ମୋ ପାଇ ଆନନଦର କଥା ଯେ, ବହ ବଶଷଟ ଲେଖକ ସେତେବେଳେ ଏହ ପଦକଷେପକ ପରଶଂସା କରଥଲେ ଓ ପରାୟ ଛଅ ମାସ ପରଯୟନତ ଏହ ବତରକଟ ନୟମତ ଭାବେ 'ସମବାଦ'ରେ ପରକାଶ ପାଇଥଲା ।

ଏଇ କଛ ବରଷ ତଳେ ମୋର କେତେଜଣ ଲେଖକ ବନଧ, ପରଣା ଖବରକାଗଜ ପଷଠାର ସେହ ଲେଖାଗଡକ ଏକତର କର ଖଣଡଏ ବହ ରପରେ ପରକାଶ କରବା ଲାଗ ପରାମରଶ ଦେଲେ । ମାତର ବହଟଏ ହେବା ପାଇ ଯେତକ ଲେଖା ରହବା ଦରକାର ସେତକ ହାତରେ ନ ଥଲା । ପଣ ଅନେକ ବଡ ବଡ ଲେଖକ ସେତେବେଳେ ଏହ ବତରକରେ ଭାଗ ନେଇ ନ ଥଲେ । ସେମାନଙକ ଛାଡ ଗଲେ ବହଟ ଅସମପରଣଣ ମନେହେବ । ଏସବ କଥା ଚନତାକର, ସେତେବେଳେ ବତରକରେ ଭାଗ ନେଇ ନ ଥବା ଲେଖକମାନଙକ ଚଠ ଲେଖ ଅନରୋଧ କଲ । ମୋର ଅନରୋଧ ରକଷା କର କେତେଜଣ ଲେଖକ ସହଯୋଗ କରଛନତ ଓ ପଚାଶ ଜଣ ଲେଖକଙକର ମତ-ମନତବୟକ ନେଇ ଏହ ବହଟ ପରକାଶ ପାଉଛ । 

Read More
Special order line: only available to educational & business accounts. Sign In
£11.69 Save 10.00%
RRP £12.99
Product Details
BLACK EAGLE BOOKS
1645604012 / 9781645604013
Paperback / softback
29/05/2023
186 pages
140 x 216 mm, 240 grams
General (US: Trade) Learn More