Image for Surendra Mohantynka Khyudragalpa : Bhababastu O Shilpakala

Surendra Mohantynka Khyudragalpa : Bhababastu O Shilpakala

See all formats and editions

ଓଡଆ ସାହତୟରେ କଥାଶଳପୀ ସରେନଦର ମହାନତଙକର ସଥାନ ସବତନତର। ତାଙକର ବଷୟବସତ ନରବାଚନ, ଚରତର ଚତରଣ ଏବଂ ଶବଦ ଚୟନ ସମସାମୟକ ସାହତୟକମାନଙକ ଠାର ଭନନ। ଶରୀଜଗନନାଥଙକ ନେଇ ସେ ଲେଖଥବା 'ନୀଳଶେଳ', 'ନୀଳାଦର ବଜୟ', 'କଷଣାବେଣୀରେ ସନଧୟା', ଉତକଳ ଗୌରବ ମଧସଦନ ଦାସଙକ ନେଇ ଲେଖଥବା 'କଳବଦଧ' ଓ 'ଶତାବଦୀର ସରଯୟ' ଏବଂ ଗୌତମ ବଦଧଙକ ଦରଶନର ଭନନ ଭନନ ଦଗକ ନେଇ ରଚନା କରଥବା ଅଜସର ଗଳପ-ଉପନୟାସ ତାଙକ ସରବଦା ସମରଣୀୟ କର ରଖବ। ସେ ଏଭଳ ଜଣେ ବଖୟାତ ଲେଖକ, ଯାହାଙକ ଗଳପର ବାକୟଗଡକ ପାଠକକ ରୋମା‌ଞଚତ କରେ। ସାହତୟର ବଭନନ ବଭାଗରେ ପରସଦଧ ଅରଜନ କରଥଲେ ମଧୟ କଷଦରଗଳପ ହ ତାଙକ ଗଭୀର ଆତମସନତୋଷ ଦେଇଥବା ସରେନଦର ଏକାଧକବାର କହଛନତ। ଡକଟର ଗୌରହର ଦାସଙକ ଲଖତ ଏହ ବହଟ ସରେନଦର ମହାନତଙକ ଗଳପ ସାହତୟକ ବଝବା ଦଗରେ ଏକ ଅତୟନତ ଉପାଦେୟ ଗରନଥ। ସରେନଦର ମହାନତଙକ ରଚତ ମହାନଗରୀର ରାତର, କଷଣଚଡା, ରଟ ଓ ଚନଦର, ମରାଳର ମତୟ, ଦଇ ସୀମାନତ, ମହାନରବାଣ, ମଧମତତାର ରାତର, ପତା ଓ ପତର, ସାରୀପତତ, ଯଦବଂଶ ଓ ରାଜଧାନୀ ପର ଅସଂଖୟ ଗଳପର ଅନାସକତ ଆଲୋଚନା ତାଙକର ସଥାପତୟ ଓ ଭାବସଂପଦ ସମବନଧରେ ପାଠକକ ଅବହତ କରାଏ। ଏ ବହର ଲେଖକ ଗୌରହର ଦାସ ନଜେ ଜଣେ ଯଶସବୀ କଥାଶଳପୀ ଏବଂ ଏକଦା ସରେନଦର ମହାନତଙକର ଅନତରଙଗ ସହଯୋଗୀ ଥଲେ। ତାଙକର ନଜସବ ଦଷଟଭଙଗୀ ଏବଂ ସରେନଦର ସାହତୟ ସଂପରକରେ ପରଯୟାପତ ଧାରଣା ବହଟକ ସଂଗରହଣୀୟ କରଛ।


Read More
Special order line: only available to educational & business accounts. Sign In
£10.79 Save 10.00%
RRP £11.99
Product Details
BLACK EAGLE BOOKS
1645602923 / 9781645602927
Paperback / softback
28/06/2022
222 pages
140 x 216 mm, 286 grams
General (US: Trade) Learn More